ଗଗନେ ଯେହ୍ନେ ଧୂମ ପବନେ କେବେ ନୁହଇ ସୁସ୍ଥିର ା ୨ ।
ତୁମ୍ଭେ ସଙ୍ଗତେ ନ ଥିଲେ ମୋତେ ଦିଶଇ ସବୁ ଅନ୍ଧାର,
ପାପାତ୍ମା ଆସି ମନରେ ପଶି ଶାନ୍ତି ହରଇ ସତ୍ୱର ା ୩ ।
ସବୁ ଅସାର, ମିଥ୍ୟା ସଂସାର, ନାହିଁ ବିଶ୍ରାମ ଆତ୍ମାର,
ତୁମ୍ଭ କରୁଣା କେବଳ ସିନା ସୁଖ ଶାନ୍ତିର ନିଝର ା ୪ ।
ହେ ପ୍ରଭୁ ଆସ, ମୋ ହୃଦେ ବସ, କର ତହିଁ ଅଧିକାର,
ସଙ୍ଗତେ ଥାଅ, ଶାନ୍ତିରେ ନିଅ ସ୍ୱର୍ଗୀୟ ପଥେ ତୁମ୍ଭର ା ୫ ।
ନିଦାନ କାଳ ହେଲେ ପ୍ରବଳ ମନୁ ଭୟ ଦୂର କର,
ଶ୍ରୀଚରଣେ ସ୍ଥିର ଭାବରେ ରଖହେ ଆତ୍ମା ମୋହର ା ୬ ।
🎵 GetChristianLyrics.com shares worship lyrics in Odia, Hindi, Tamil, Telugu & more — helping believers everywhere connect with God through song.
🙏 Support our mission and EMMI – Empowering Migrant Labourers in India.
Lyrics are shared for devotional use only. Copyright belongs to respective owners.
3 thoughts on “ଈଶ୍ୱର ଜଗଦୀଶ୍ୱର ପରମେଶ୍ୱର କରୁଣା କର ishwara jagadishwara poromeswara karunaakara”
Very good job and thanks.
thank you Debadhar God bless you . keep sharing and supporting
Budu Khora