ପ୍ରଭୁ ଯୀଶୁ ତୁମ କୁଶ ତଳେ probhu jishu tumo kruso tole

ପ୍ରଭୁ ଯୀଶୁ ତୁମ କୁଶ ତଳେ

ମୁ ଯେ ଦୀନ ପାପୀ ଶରଣ ନେଉଛି

କେତେ ଭ୍ରାନ୍ତି ପଥେ ବୁଲି ବୁଲି ଶେଷ

ଶୁଣିଲି ଡାକୁଛ ତୁମେ ଶାନ୍ତ ମୂଦ୍ର ଭାଷେ

ଦେଖିଲି କୁଶେ ତୁମେ କି ଅତୁଳୀ ପ୍ରେମ

ରୁର ଝରଣା ସମ ମୋ ଲାଗି ଝରୁଛି

ଇହ ପର ଲୋକେ ତୁମେ ମୋର ପ୍ରଭୁ

ସତ୍ୟ ଜୀବନ ପଥେ ତୁମେ ସବୁରେ ସବୁ

ରଖିଲି ଭରସା ମୋର ତୁମେ ଶ୍ରୀପୟର

ଏ ଛାର ଜଗତ ଠାରୁ ବିଦାୟ ନେଉଛି

ସୂଚୀମାଳାକୁ ଫେରନ୍ତୁ

🎵 GetChristianLyrics.com shares worship lyrics in Odia, Hindi, Tamil, Telugu & more — helping believers everywhere connect with God through song.

🙏 Support our mission and EMMI – Empowering Migrant Labourers in India.

Donate or Sponsor

Lyrics are shared for devotional use only. Copyright belongs to respective owners.

Leave a comment

Your email address will not be published. Required fields are marked *

2 thoughts on “ପ୍ରଭୁ ଯୀଶୁ ତୁମ କୁଶ ତଳେ probhu jishu tumo kruso tole”