ଆହେ ସର୍ବ ଶକ୍ତିମାନ୍ ଅନାଦି ମହା ରାଜନ
କର ଆଶୀର୍ବାଦ ବୃଷ୍ଟି,
କର ଅନୁଗ୍ରହ ଦାନ ଭୂମିରେ ବୀଜ ପ୍ରମାଣ କରିଛୁଁ ବାକ୍ୟ ବପନ, ା ଘୋଷା ।
କର ବୃଷ୍ଟି ସ୍ୱର୍ଗଜଳ, ଫଳ ଫଳୁ ବହୁଗୁଣ ା ୧ ।
ଅବା ସଂସାର ଚିନ୍ତାରେ ନୋହୁ ତାର ବିନାଶନ ା ୨ ।
ପ୍ରତ୍ୟେକ ଶ୍ରୋତା ଅନ୍ତରେ ଚେର ମାଡୁ ଦୃଢ଼ତରେ
ଧର୍ମ, ଶାନ୍ତି, ସତ୍ୟ, ପ୍ରେମ, ସୁଫଳ ହେଉ ଉତ୍ପନ୍ନ । ୩ ।
ଆହେ ଶସ୍ୟ ଅଧିକାରୀ, ଦିଅ ଆଶୀର୍ବାଦ-ବାରି,
ତୁମ୍ଭ ଧର୍ମବାକ୍ୟ-ବୀଜ ଫଳ ଫଳୁ ଶଏଗୁଣ ା ୪ ।
🎵 GetChristianLyrics.com shares worship lyrics in Odia, Hindi, Tamil, Telugu & more — helping believers everywhere connect with God through song.
🙏 Support our mission and EMMI – Empowering Migrant Labourers in India.
Lyrics are shared for devotional use only. Copyright belongs to respective owners.