ଦୁଃଖହାରୀ ବନ୍ଧୁ ମମ କେହି ନାହିଁ ଯୀଶୁ ବିନେ, dukhohaari bondhu mom kehi naahi jishu bine

ଦୁଃଖହାରୀ ବନ୍ଧୁ ମମ କେହି ନାହିଁ ଯୀଶୁ ବିନେ,

ଦୁଃଖ-ରାତି ସୁଖେ ଭାତି

ଫୁଟି ଉଠେ ଜୀବନେ ା ଘୋଷା ।

ଯେବେରେ ହୃଦୟାକାଶେ ବାଦଲ ଘନାଇ ଆସେ,

କିଏ ଆସି ହସି ହସି ଦୁଃଖ ହରେ ତତ୍‌କ୍ଷଣେ           ା ୧ । 

 

ଯେବେରେ ମରୁର ବାଆ ପୋଡ଼ି ଜାଳି ଦିଏ 

ଆହା ସରସ ସପନ ଯେତେ ରଙ୍ଗ ରଙ୍ଗ ଛବି ନୂଆ

ସେ ମୋର ଯୀଶୁରେ ଭାଇ ମୋହନ ପରଶ ଦେଇ 

ବୁକୁ ପରେ ଆଉଜାଇ ଆଶ୍ରା ଦିଏ ଶ୍ରୀଚରଣେ            ା ୨ ।

🎵 GetChristianLyrics.com shares worship lyrics in Odia, Hindi, Tamil, Telugu & more — helping believers everywhere connect with God through song.

🙏 Support our mission and EMMI – Empowering Migrant Labourers in India.

Donate or Sponsor

Lyrics are shared for devotional use only. Copyright belongs to respective owners.

Leave a comment

Your email address will not be published. Required fields are marked *