aasi thao jodi aasaro aabege

ଆସିଥାଅ ଯଦି ଆଶାର ଆବେଗେ ଗାଅ ଯୀଶୁ ନାମ ଜୟ

ପ୍ରତିକୂଳ ସିନା କେବଳ ଅଳସ, କର ତାକୁ ପରାଜୟ  ା ଘୋଷା ।

ଗମ୍ଭୀରେ ଗୁରୁ ଶବଦ ଉଠେ,

କମ୍ପିତ ଧରା ପଲକେ ପଲକେ, ହୃଦୟେ ହୃଦୟ ସରାଗେ ମିଶେ

ଗାଇ ଯୀଶୁ ନାମ ଜୟ           ା ୧ ।

ଧ ର୍ମର ସେହି ଜୟର ତାନେ ଉଲ୍ଲାସେ ଧରା ପରାଣେ ପରାଣେ,

ଉଠିବୁ ନାହିଁକି ଅବଶ ମନ,

ହେବୁ କିରେ ପାପେ କ୍ଷୟ ?       ା ୨ ।

ସୂଚୀମାଳାକୁ ଫେରନ୍ତୁ

Leave a comment

Your email address will not be published. Required fields are marked *