nische mu jaanoyee ey bakyo sidhaanto

ନିଶ୍ଚେ ମୁଁ ଜାଣଇ, ଏ ବାକ୍ୟ ସିଦ୍ଧାନ୍ତ ମୋ ତ୍ରାଣକର୍ତ୍ତା ଯେ ଜୀବିତ । ଘୋଷା ।

ଏ ଅଟେ ନିଶ୍ଚିତ ଅଟନ୍ତି ଜୀବିତ ଥରେ ଯେ ହୋଇଥିଲେ ହତ    । ୧ ।

ଅନନ୍ତ କାଳରେ ତ୍ରାଣ କରିବାରେ ଏଣୁ ସେହି ନିତ୍ୟ ଜୀବିତ      । ୨ ।

କରିବାକୁ ନିବେଦନ ମୋ କାରଣ ପିତା ଦକ୍ଷିଣେ ଉପବିଷ୍ଟ        । ୩ ।

ସେ ଯୁଗ ଶେଷରେ ଏହି ପୃଥିବୀରେ ଗୌରବେ ହେବେ ପ୍ରକାଶିତ           । ୪ ।

ମୋ ନିଜ ନୟନ କରିବ ଦର୍ଶନ ମୋ ଦେହ ହେଲେ କ୍ଷୟ ମୃତ    । ୫ ।

 କାଲି ଆଉ ଆଜି ସଦା ଏହିପରି ସେ ସମଭାବରେ ଜୀବିତ       । ୬ ।

Leave a comment

Your email address will not be published. Required fields are marked *