aahe jishu aaso amo dino kutere hai

( ସ୍ୱର : ଆସ ପ୍ରଭୁ ଆସ ଆଜି )

ଆହେ ଯୀଶୁ, ଆସ ଆମ ଦୀନ କୁଟୀରରେ ହେ

ତୁମ ପୂଜା ଲାଗି ଆକୁଳ ତୃଷା ନିତି ଉଠୁ ପ୍ରାଣେ ହେ । ଧ୍ରୁବ ।

ଆମର ଘରର ପାପ ତମ ନାଶ

ତୁମ ଆଲୋକରେ ହେ,

ତୁମ ପ୍ରୀତି, ତୃପ୍ତି, ସୁଖ ଅସରନ୍ତି

ଆମ ହୃଦେ ଭରି ଦିଅ ହେ । ୧ ।

ନବୀନ ପ୍ରେରଣା ନବ ଉଦ୍ଦୀପନା ତୁମ ଶକ୍ତି ବଳେ ହେ

ଆମ ପ୍ରତି ପ୍ରାଣେ ଉଠୁ କ୍ଷଣେ କ୍ଷଣେ ତୁମ କାମ ଲାଗି ହେ

Leave a comment

Your email address will not be published. Required fields are marked *