aaso, khristo bhakto gono

ଆସ, ଖ୍ରୀଷ୍ଟ ଭକ୍ତଗଣ ଯୀଶୁ ଗୁଣ ଗାଇବା,

ଓଡ଼ିଶା ମଙ୍ଗଳ ପାଇଁ ପ୍ରାଣପଣ କରିବା । ଘୋଷା ।

ପାସୋରି ଭୋଗ ବାସନା, ସଂସାରର ସୁଖ ନାନା

ଉଠାଇ ଯୀଶୁଙ୍କ ବାନା, ପ୍ରାଣେ ପ୍ରାଣେ ମିଳିବା । ୧ ।

 

ଓଡ଼ିଶାର ସମ୍ମିଳନ    କର ପ୍ରଭୁ ପ୍ରେମେ ପୂର୍ଣ୍ଣ 

ପ୍ରେମ-ସୁଧା କରି ପାନ ଆନନ୍ଦରେ ଭାସିବା । ୨ ।

Leave a comment

Your email address will not be published. Required fields are marked *