jishu doyaa moyo sunno he ey binoyo

ଯୀଶୁ ଦୟାମୟ, ଶୁଣ ଏ ବିନୟ,

ଆମ୍ଭ ମଧ୍ୟେ ଉପସ୍ଥିତ ହୁଅ ଏ ସମୟ ଘୋଷା ।

ଅନ୍ତରର ଅନ୍ଧକାର

କୃପା କରି ଦୂର କର ହୃଦେ ଆମ୍ଭମାନଙ୍କର ହୋଇଣ ଉଦୟ । ୧ । 

 

ଆସ ପ୍ରଭୁ ଏ ଆଳୟ,

ଧ ର୍ମାତ୍ମା ଅଗ୍ନି ଜ୍ୱଳାଅ,

ତବାଲୋକେ ଦୀପ୍ତିମୟ

କର ଏ ସମୟ । ୨ ।

ଆଶୀର୍ବାଦ କର ଆସି,

ପାପ ଅବିଶ୍ୱାସ ନାଶି, ସୁସ୍ଥ କର ଦାସ ଦାସୀ

ହୋଇଣ ସଦୟ । ୩ ।

ସୂଚୀମାଳାକୁ ଫେରନ୍ତୁ

🎵 GetChristianLyrics.com shares worship lyrics in Odia, Hindi, Tamil, Telugu & more — helping believers everywhere connect with God through song.

🙏 Support our mission and EMMI – Empowering Migrant Labourers in India.

Donate or Sponsor

Lyrics are shared for devotional use only. Copyright belongs to respective owners.

Leave a comment

Your email address will not be published. Required fields are marked *