tuma bakya ate pradipa mo khina

ତୁମ ବାକ୍ୟ ଅଟେ ପ୍ରଦୀପ ମୋ କ୍ଷୀଣ ଚରଣର

ଚଲାପଥେ ସେ ଆଲୋକ

ମୋ ସାରା ଜୀବନର । ୦ ।

କର ମୋ ଚକ୍ଷୁ ପ୍ରସନ୍ନ, କରିବି ବ୍ୟବସ୍ଥା ଧ୍ୟାନ

ତବ ଶାସନ, ଦୟାବାନ ହେଉ ମୋ ଜୀବନେ ବର     । ୧ ।

ତବ ବାକ୍ୟ ଅଟେ ସିଦ୍ଧ, ପରୀକ୍ଷିତ ପୁଣି ନିତ୍ୟ ସମ୍ପଦେ ଅବା ବିପଦେ

ହେଉ ସେ ମୋର ଆବର       । ୨ ।

ଚିରସ୍ଥାୟୀ ସେ ବିଧାନ, ନୋହିବ କେବେ ଖଣ୍ଡନ 

ସେ ଜୀବନ ଜଳାକାର ହେଉ ଆତ୍ମାର ଆହାର  । ୩ ।

ସୂଚୀମାଳାକୁ ଫେରନ୍ତୁ

Leave a comment

Your email address will not be published. Required fields are marked *