prabhu tume ruha sathe sathe

ପ୍ରଭୁ ତୁମେ ରୁହ ସାଥେ ସାଥେ ଏ ଜୀବନ ସାରା
ମୁହଁ ଭୁଲି ସବୁ ଚାଲୁଥିବି ତୁମ ପଛେ ପରା (ମୋ ଯୀଶୁ)
ଏ ଜୀନ ସାରା … ||o||


ବହୁ ଦୂର ପଥ ମୋର ପଥେ କେତେ ଅନ୍ଧାର
ତୁମେ ଯଦି ଜ୍ୟୋତି ମୋର ହେବି ନାହିଁ ଦିଗହରା
ଏ ଜୀନେ ସାରା …. ||୧||


ଦୁଃଖ ଯେବେ ଆସେ ମନେ ଯିବି ତୁମ ସନ୍ନିଧାନେ
ତୁମେ ଯଦି ସାନ୍ବନା ମୋ ଝରିବନି ଅଶୁଧାରା ।
ଏ ଜୀନ ସାରା …. ୨ ||


ପରୀକ୍ଷା ଓ ପ୍ରଲୋଭନ ଅଛି ଆଗାମୀ ଜୀବନେ
ତୁମେ ଯଦି ସାଥ ମୋର ହେବି ନାହିଁ ଧୈର୍ଯ୍ୟହରା
ଏ ଜୀବନ ସାରା…..|୩|

ସୂଚୀମାଳାକୁ ଫେରନ୍ତୁ

click the link below know the tune

Leave a comment

Your email address will not be published. Required fields are marked *