juga sesa dina asi jauchhi re

ଯୁଗ ଶେଷ ଦିନ ଆସି ଯାଉଛି ରେ
ବେଳ ନାହିଁ … ବେଳ ନାହିଁ ଆସିବା ଆଗରୁ ଯୀଶୁଙ୍କ ବାରତା
ଚାଲିଯିବା ଆମେ କହି
ଆ … ସାଥି ଆ … ସାଥି ଆ … (ଘୋଷା)


ବାରିଜଣ ଶିଷ୍ୟ ଆରମ୍ଭ କରିଲେ ଯାହା
ଆଜିବି ରହିଛି ଅପହଞ୍ଚ କ୍ଷେତ ଯୀଶୁଙ୍କ ଆଦେଶ ତାହା
ସେ ସୁସମାଚାର କହିଯିବା ଆମେ
ଆସେ ଡ଼ାକରାରେ ଆସେ ଡାକରା
ଆ … ସାଥି ଆ …ଫେରିଆ |୧|

ଯୀଶୁଙ୍କ ବାରତା କୋଣେ କୋଣେ ତୁମେ ଯାଇ
ସେ କୁଶର କଥା ସେ ପ୍ରେମର ବାର୍ଭା ଅବିଳମ୍ବେ ଯାଅ ନେଇ
ସେ ସୁସମାଚାର କହିଯିବା ଆମେ
ଆସେ ଡାକରାରେ ଆସେ ଡାକରା
ହାଲିଲୁୟା … ହାଲିଲୁୟା I୨I

ସୂଚୀମାଳାକୁ ଫେରନ୍ତୁ


Leave a comment

Your email address will not be published. Required fields are marked *