mora jibane tuma bandana

ମୋର ଜୀବନେ ତୁମ ବନ୍ଦନା ପାଇଁ ବସିଅଛି ଚାହିଁ ଚାହିଁ
ତୁମରି ସେ ପ୍ରେମ ପାନ କରାଅ ଆକଣ୍ଠ ଯିବି ପିଇ | ୦ |


ତୁମରି କୁଶୀୟ ଯାତନା ଭୁଲିବାକୁ ଯେହ୍ନ ପାରେନା
ସେ ଛବି ମମ ହୃଦୟେ ଅଙ୍କାଅ କରେ ମୁହିଁ ପ୍ରାର୍ଥନା |୧ |

ଦାନିଏଲ କଲେ ସିଂହ ଗହ୍ନରେ ତୁମ ନିକଟରେ ପ୍ରାର୍ଥନା
ସ୍ଵର୍ଗପୁରୁ ମେ ଦୂତଙ୍କୁ ପଠାଇ ପୂର୍ଣ୍ଣ କଲ ତାଙ୍କ କାମନା
ମୁ ଯେ ଡାକେ
… ଏତେ କାତର ହୋଇଣ ଶୁଣି କିପାଁ ଶୁଣନା ।୨

ସୂଚୀମାଳାକୁ ଫେରନ୍ତୁ

Leave a comment

Your email address will not be published. Required fields are marked *