ଆସିଛୁ ପ୍ରଭୁ ଗୋ ଏ ଶୁଭ ବେଳାରେ
ସୁମରି ତୁମରି ପ୍ରେମ … ପ୍ରଭୁ
ଭଜିବୁ ତୁମରି ନାମ
ଆଜି ଏ ସୁଦିନେ ପୂଜାବେଦୀ ସ୍ଥାନେ
ଗାଇ ତୁମେ ଜୟଗାନ … ପ୍ରଭୁ (ଘୋଷା)
ଶୟତାନ ନିତି ମାୟାଜାଲ ପାତି, ଜୁଲାଏ ଆମରି ମନ …
ଅଧିକାର କରେ ହୃଦୟ ମନ୍ଦିର, ନେବାକୁ ନରକ ଧାମ
ଶୟତାନ ବଳ, ଭାଗି ନ କର ହେଉ ସେ ଆମ ଅଧୀନ
ପ୍ରଭୁ ଭଜିବ ତୁମରି ନାମ … |୧|
ପାପୀ ପାପ ପାଇଁ ବହୁ ଦୁଃଖ ସହି, କୁଶେ ଦେଲ ନିଜ ପ୍ରାଣ ।
ସର୍ବ ଶକ୍ତିମାନ କୃପାରେ ମହାନ୍ତି, ପ୍ରେମପୂର୍ଣ୍ଣ ନିରୂମ
ଆମ ଦେହ ପ୍ରାଣ ବୃଦ୍ଧି ଆପ୍ ମନ, ଶ୍ରୀପାଦେ କରୁ ଅର୍ପଣ ।
ପ୍ରଭୁ ଭଳି ତୁମରି ନାମ |୨|
ତୁମେ ତ ନଥ ହେ ଜଗତର ଜ୍ୟୋତି, ପ୍ରକାଶ କରୁଛି ଦୀପ୍ତି
ତୁମରି ଆଲୋକେ ଆଲୋକିତ କର, ଦୂରେ ଯାଉ ଅମାରତି
ସର୍ବ ଅନ୍ତର୍ଯ୍ୟାମୀ ମୁଲିର ଭଣ୍ଡାର, ଉପକାରୀ ବଂଧୁ ଆମ
ପ୍ରଭୁ ଭଜିବୁ ତୁମରି ନାମ … |୩|
🎵 GetChristianLyrics.com shares worship lyrics in Odia, Hindi, Tamil, Telugu & more — helping believers everywhere connect with God through song.
🙏 Support our mission and EMMI – Empowering Migrant Labourers in India.
Lyrics are shared for devotional use only. Copyright belongs to respective owners.