ଯୀଶୁ ନାମ ମୋ ଅନ୍ତରେ କି ଆନନ୍ଦ ଦିଏ
ଯୀଶୁ ବିନା ତ୍ରିଭୁବନେ ଆଉ ନାହିଁ ସେହି ନାମ (ଘୋଷା)
ଯେଉଁ ନାମ ଦିଏ ଶାନ୍ତି, ସେହି ନାମରେ ହିଁ ମୁକ୍ତି
ଯୀଶୁ ନାମେ ପାଇଛି ଆନନ୍ଦ ଆନନ୍ଦ |୧|
ପାପୀ ଡାକେ ଯୀଶୁ ନାମ ପାଇବାକୁ ନୂଆ ଜନ୍ମ
ଯୀଶୁ ନାମେ ପାଇଛି ଆନନ୍ଦ ଆନନ୍ଦ |୨|
🎵 GetChristianLyrics.com shares worship lyrics in Odia, Hindi, Tamil, Telugu & more — helping believers everywhere connect with God through song.
🙏 Support our mission and EMMI – Empowering Migrant Labourers in India.
Lyrics are shared for devotional use only. Copyright belongs to respective owners.