ସେ ମଧୁର ନାମ ସେହି ସୁଧା ନାମ
ଜଗତରେ ଯୀଶୁ ନାମ ସବୁଠାରୁ ଅନୁପମ (ଘୋଷା)
ଅତୁଳ ସେ ନାମ ଅମର ସେ ନାମ
ସେଥିପାଇଁ ଭଲ ଲାଗେ ସବୁ ନାମଠାରୁ ଯୀଶୁ ନାମ … |୧|
ବିନା ସେହି ନାମ ବୃଥା ଏ ଜୀବନ
ଦୀନହୀନ ପାପୀ ପାଇଁ ଯୀଶୁ ନାମେ ଅଛି ପରିତ୍ରାଣ … |୨|
🎵 GetChristianLyrics.com shares worship lyrics in Odia, Hindi, Tamil, Telugu & more — helping believers everywhere connect with God through song.
🙏 Support our mission and EMMI – Empowering Migrant Labourers in India.
Lyrics are shared for devotional use only. Copyright belongs to respective owners.