kalaborira krusha upore jhuluchi

କାଲବରୀର କୁଶ ଉପରେ ଝୁଲୁଛି ତାଙ୍କ ଶରୀର
ଆମରି ପାଇଁ ଯାଉଛି ଝରି ତାଙ୍କ ରୁଧୁର … (ଘୋଷା)

ଆସରେ ଆସ ପାପୀ ମାନବେ ଯୀଶୁଙ୍କ ଚରଣେ
ଘୁଚିବ ତୁମ ପାପର ବୋଝ ତାଙ୍କରି ଆଶିଷେ … |୧|

ସମୟ ଏହି ନକରି ଡେରି ଆସରେ ସରବେ
ଯୀଶୁଙ୍କ ପ୍ରେମ ଭରିବ ତୁମ ଶାନ୍ତି ସେ ଅନ୍ତରେ |୨|

ବିନା ମୂଲ୍ୟରେ ନେବରେ ଆସ ଅନନ୍ତ ଜୀବନ
ହେବାରେ ନୂଆ ହୋଇଣ ଧୂଆ ଅମୂଲ୍ୟ ରକ୍ତରେ, |୩|

ସୂଚୀମାଳାକୁ ଫେରନ୍ତୁ

Leave a comment

Your email address will not be published. Required fields are marked *