jibana ra jyoti jishu

ଜୀବନର ଜ୍ୟୋର୍ତି ଯୀଶୁ ଜଗତର ଜ୍ୟୋତି
ଜ୍ୟୋର୍ତିର୍ଗଣ ପିତା, ତୁମେ ଜ୍ୟୋତିର୍ମୟ
ହାଲିଲୁ…ହାଲିଲୁୟା, (ଘୋଷା)

ଜଳାଅ ଜୀବନ ପ୍ରଦୀପ ଆମ ପ୍ରାଣେ ଯୀଶୁ
ତୁମ ଜ୍ୟୋତିରେ ଆମ ଜୀବନୁ ଅପସରୁ, ଅମା ରାତି.. |୧|

ତୁମ ଜ୍ୟୋତି ବଳେ ଯୀଶୁ ଆମେ ଆଗେଇ ଯିବା
ଜାଳି ଆଲୋକ ଧରାରେ ଆଣିବୁ ମାନବେ
ଜାଳି ଜୀବନ ଜ୍ୟୋତି…. |୨|

ସୂଚୀମାଳାକୁ ଫେରନ୍ତୁ

Leave a comment

Your email address will not be published. Required fields are marked *