jibana sagara tire

ଜୀବନ ସାଗର ତୀରେ, ଯଦି ଦୁଃଖ ଲହରି ଉଠେ
ବୁଜି ଦିଅ ଦୁଇ ଆଖି, ଯାଅ ଯୀଶୁର ଚରଣେ ଲୋଟି … (ଘୋଷା)

ପରମବନ୍ଧୁ ସେ ଯେ, ନେବେ ଜୀବନ ନଉକା ବାହି,
ବିଶ୍ବାସ ରଖ ମନେ, ଶୁଭେ ତାଙ୍କରି ମଧୁବାଣୀ… |୧|

ଦୁଃଖ କାହିଁକି ତେବେ , ସେ ଯେ ଦୁଃଖ ସୁଖର ସାଥୀ,
କହିଦିଅ ମନ କଥା, ମନେ ଲଭିବ ଅଶେଷ ଶାନ୍ତ… |୨|

ସୂଚୀମାଳାକୁ ଫେରନ୍ତୁ

Click the link below to listen full song and know the tune

Leave a comment

Your email address will not be published. Required fields are marked *