muhi papi dino hino

ମୁହଁ ପାପୀ ଦୀନ ହୀନ ଚରଣେ ତୁମର
ଥୋଇଅଛି ପାପ ଭାର
ତୁମ ପାଦେ ନେଇ ଶରଣ … (ଘୋଷା)
ଯୀଶୁ ମୋ କ୍ଷମାରେ … ଧୋଇ ମୋ ପାପରେ
କରିବେ ମୋତେ ନୂତନ ସୃଷ୍ଟି
ତାଙ୍କ ନିଜ ରକ୍ତରେ … |୧|
ମୁକତି ପଥରେ ଯୀଶୁ ମୋ ସାହାରେ
ଚାଲୁଥିବି ମୁଁ ଜ୍ୟୋତି ପଥରେ
ଧରି ଯୀଶୁ ବାନାରେ… |୨|

ସୂଚୀମାଳାକୁ ଫେରନ୍ତୁ

Leave a comment

Your email address will not be published. Required fields are marked *