anando ananda kipari kahibi

ଆନନ୍ଦ, ଆନନ୍ଦ କିପରି କହିବି କେତେ ଆନନ୍ଦ ।
ଯୀଶୁଖ୍ରୀଷ୍ଟ ପାପ କ୍ଷମା ଦେଲେ ପରମ ଆନନ୍ଦ … (ଘୋଷା)

ଏକତ୍ର ହୋଇ ନାଚ କରିବା ଗୀତ ଗାନ କରିବା
ଏକମାତ୍ର ଯୀଶୁ ନାମରେ ଆମେ ସ୍ତୁତି ଗାନ କରିବା … |୧ |

ପାପ, କ୍ଳେଶ, ରୋଗ ସବୁ କୁଶରେ ବହି ନେଲେ
ପ୍ରଭୁ ଯୀଶୁ ମୋର ହୃଦୟରେ ଆସି ଦେଲେ ଆନନ୍ଦ … |9|

ପ୍ରେମ କଲେ ସେ ପରିତ୍ରାଣ ଦେଲେ ଉଛୁଳି ଉଠୁଛି ମୁଁ
ପ୍ରତିଦିନ ମୁଁ ତାଙ୍କରି ନାମରେ ସାକ୍ଷୀ ସ୍ଵରୁପ ହେବି … । ୩ ।

ସୂଚୀମାଳାକୁ ଫେରନ୍ତୁ

Leave a comment

Your email address will not be published. Required fields are marked *