ଦିଅ ଦେଖା ବାରେ ପ୍ରଭୁ
ଲୋତକ ଧାର ପୋଛି ଦିଅ ହେ
ଲହୁ ଫିଟା ପାପୁଲିରେ …(ଘୋଷା)
ରୋଗର କଷଟି ପରାଣ ପରଖେ
ଆତୁର ନୟନ ଛନ୍ଦା ବିଲୋକେ
କିଏ ନାହିଁ ଓଠୋ ଆଙ୍କି ଦେବ ହସ
ସ୍ୱନ୍ତନାର ତୁଳିକାରେ … |୧|
ନିରାଶ ଅବନି ବୟସର ଗର୍ଭ
ନରକ ଡ଼ାକରା ହସଇ ପ୍ରଳାପେ
କିଏ ପାରେ ନେଇ ହାତ ଧରି ମୋର
ପରିଶେଷ ରଜନୀରେ… |୨|
🎵 GetChristianLyrics.com shares worship lyrics in Odia, Hindi, Tamil, Telugu & more — helping believers everywhere connect with God through song.
🙏 Support our mission and EMMI – Empowering Migrant Labourers in India.
Lyrics are shared for devotional use only. Copyright belongs to respective owners.