he sakaladesha gana

ହେ ସକଳ ଦେଶଗଣ ଗାଆ
ପ୍ରିୟତମ ଯୀଶୁ ନାମ … ଓ … ଓ … ଓ … (ଘୋଷା)

ଜଗତ ଜୀବନ ପତିତପାବନ
ହେ ସକଳ ପ୍ରାଣୀ କର ଜୟଗାନ
ନ ପାସୋର ସେହି କାଲବରୀ ପ୍ରେମ
ଆଉ ନାହିଁ ଯେ ସମୟ … ଗାଅ ପ୍ରିୟତମ ଯୀଶୁ ନାମ… |୧ |

ଦିନ ପରେ ମାସ ବର୍ଷ ବିତିଗଲା
ରାଜା ଯୀଶୁ ଆଗମନ ବେଳ ହେଲା
ନ ହୋଇ ଲଜିତ ନ ହୋଇ ନିଦ୍ରିତ
ଜାଗିଉଠି କର ଗାନ … ଗାଅ ପ୍ରିୟତମ ଯୀଶୁ ନାମ…|୨|

ଧନ୍ୟବାଦ କରି ତାହାଙ୍କ ଦୁଆରେ
ପ୍ରଶଂସାର ଭେଟି ନେଇ ପ୍ରାଙ୍ଗଣରେ
କର ହେ ପ୍ରବେଶ ହେ ସକଳ ଦେଶ
ପାଇବ ସ୍ବର୍ଗଧାମ ଗାଅ ପ୍ରିୟତମ ଯୀଶୁ ନାମ … |୩|

ସୂଚୀମାଳାକୁ ଫେରନ୍ତୁ

Leave a comment

Your email address will not be published. Required fields are marked *