asa jiba jisunkara paso

ଆସ ଯିବା ଯୀଶୁଙ୍କର ପାଶ
ଆମେ ଅଟୁ ଯୀଶୁଙ୍କର ମେଷ
ମୁଖେ ଭରି ଦେବେ ସେ ହରଷ… (ଘୋଷା)

ଆନନ୍ଦ ହରଷ ପ୍ରିୟ ଯୀଶୁ ପାଶ
ନ ଥୁବ ଆଉ ସେ କ୍ଳେଶ
ସେହି ଯୁବାମେଷ ତୋତେ ଦେବେ ହସ
ଆସ ଯିବା ଯୀଶୁ ପାଶ… |୧|

ହାଲେଲୁୟା ସ୍ତୁତି ପ୍ରଶଂସାର ଗୀତି
ଦୂତ ସାଧୁଙ୍କ ପାଶେ
ଗାଉଥୁବା ନୀତି ଆନନ୍ଦରେ ମାତି
ସ୍ଵର୍ଗ ସିୟନ ଦେଶେ… |୨|

ସୂଚୀମାଳାକୁ ଫେରନ୍ତୁ

Leave a comment

Your email address will not be published. Required fields are marked *