kara stuthi prasansa gano

କର ସ୍ତୁତି ପ୍ରଶଂସା ଗାନ
ଯିହୋବାଙ୍କ କର ସ୍ତୁତି ପ୍ରଶଂସା ଗାନ… (ଘୋଷା)

ପବିତ୍ର ସ୍ଥାନେ ତାଙ୍କ ଶୂନ୍ୟ ଗଗନେ,
କରି ତାଙ୍କ ପ୍ରଶଂସା ଗାନ… |୧|

ମହିମାରେ ପୂର୍ଣ୍ଣ ସେ ତ ସର୍ବ ଶକ୍ତିମାନ
କରି ତାଙ୍କ ସଂଭ୍ରମ ଗାନ… |୨|

ବଜାଅ ଭେରୀ, ତୁରୀ, ନେବଲ ବୀଣା
ବଂଶୀ ବାଦ୍ୟ ସୀତାର ବାଜା… |୩|

ବଜାଅ କରତାଳି, କର ନୃତ୍ୟ ଗାନ
ନାଚି ଉଠୁ ଧରା ଗଗନ… |୪|

ନିଃଶ୍ଵାସ, ପ୍ରଶାସଧାରୀ ସର୍ବପ୍ରାଣୀଗଣ,
କର ତାଙ୍କ ପ୍ରଶଂସା ଗାନ…. |୫|

ସୂଚୀମାଳାକୁ ଫେରନ୍ତୁ

Leave a comment

Your email address will not be published. Required fields are marked *