prabhu jishu asichi mu

ପ୍ରଭୁ ଯୀଶୁ ଆସିଛି ମୁଁ ତୁମ ଚରଣେ
ମୋର ଯେତେ ପାପ ତାପ ଅନୁତାପେ ଭଙ୍ଗା ହୃଦ
ଆସିଛି ମୁଁ ଥୋଇବାକୁ ତୁମ ଚରଣେ … (ଘୋଷା)

ଗୋଡ଼ାଏ ବ୍ୟାବଳ ମୋତେ ଆଜି ପ୍ରଲୋଭନ କେତେ
ଆସିଛି ମୁଁ ଲୁଚିବାକୁ ତୁମ ଚରଣେ … |୧|

ଦେଖିବାକୁ ତୁମ ରୂପ ଶୁଣିବାକୁ ତୁମ ବାକ୍ୟ
ଆସିଛି ମୁଁ ପ୍ରଭୁ ଯୀଶୁ ତୁମ ଚରଣେ … |୨|

ଦିଅ ଦେଖା ବାରେ ପ୍ରଭୁ କ୍ଷମି ମୋର ପାପ ସବୁ
ମିନତି ମୋ ପ୍ରଭୁ ଯୀଶୁ ତୁମ ଚରଣେ … |୩|

ସୂଚୀମାଳାକୁ ଫେରନ୍ତୁ

Leave a comment

Your email address will not be published. Required fields are marked *