anutapo nira jharai dhaluchi

ଅନୁତାପର ନୀର ଝରାଇ ଢ଼ାଳୁଛି ମୋ ଅନ୍ତର
ଆମା ମନମୋର ୱଳି ଉଠୁଛି
ପାପେ ପଡ଼ି ବାରମ୍ବାର (ଘୋଷା)

କଣ୍ଟକ ଭରା ହୃଦୟ ମୋର
ମାଗୁଛି ଆଶ୍ରା ତୋର ( ୨ ଥର)
ସ୍ୱୀକାର କରି ସମସ୍ତ ଦୋଷ ମାଗୁଛି ମନ ମୋର (୨ ଥର)
କ୍ଷମା କରହେ ସ୍ବର୍ଗୀୟ ପିତା
ପାପ କାଳିମା ମୋର … |୧|

ଭ୍ରାତା ଭଗ୍ନୀ ଓ ପ୍ରଭୁ ବିରୁଦ୍ଦ କରିଛି ପାପ ମୁହଁ (୨ଥର)
ମାଗୁଛି କ୍ଷମା ପ୍ରାର୍ଥନା କରି ଆହେ ଜଗତ ସାଇଁ (୨ ଥର)
ଶାନ୍ତି ଦିଅହେ ସ୍ବର୍ଗୀୟ ପିତା
ତବକୋଳେ ବସାଇ … |୨|

ସୂଚୀମାଳାକୁ ଫେରନ୍ତୁ

🎵 GetChristianLyrics.com shares worship lyrics in Odia, Hindi, Tamil, Telugu & more — helping believers everywhere connect with God through song.

🙏 Support our mission and EMMI – Empowering Migrant Labourers in India.

Donate or Sponsor

Lyrics are shared for devotional use only. Copyright belongs to respective owners.

Leave a comment

Your email address will not be published. Required fields are marked *

One thought on “anutapo nira jharai dhaluchi”