dina bandhu more chahi katakhyare

ଦୀନବନ୍ଧୁ ମୋରେ ଚାହିଁ କଟାକ୍ଷରେ,
ଦୁଃଖ ମୋହରି ନେଇ ସୁଖ ଦିଅ ବାରେ (ଘୋଷା)

ଶାନ୍ତି ମୋ ଅନ୍ତରେ ଦିଅ ନିରନ୍ତରେ
ପୂର୍ଣ୍ଣ କର ମନ ପ୍ରେମ ଆନନ୍ଦରେ … |୧|

ପଡ଼ିଛି ସଂସାରେ ଘୋର ବିପଦରେ
ତୁମ୍ଭ ବିନୁ ରକ୍ଷା ନାହିଁ କାହାଠାରେ .. |୨|

ତୁମେ କୃପା ସିନ୍ଧୁ ଦୀନ ପାପୀର ବନ୍ଧୁ
ଢ଼ାଳ କୃପା ବିନ୍ଧୁ ମୋ ମରୁ ଜୀବନରେ … |୩|

ସଦା ସଙ୍ଗେ ଥାଅ ସ୍ବପୁରକୁ ନିଆ
ମାଗୁଛି ଏ ବର ଯୀଶୁଙ୍କ ନାମରେ … |୪|

ସୂଚୀମାଳାକୁ ଫେରନ୍ତୁ

🎵 GetChristianLyrics.com shares worship lyrics in Odia, Hindi, Tamil, Telugu & more — helping believers everywhere connect with God through song.

🙏 Support our mission and EMMI – Empowering Migrant Labourers in India.

Donate or Sponsor

Lyrics are shared for devotional use only. Copyright belongs to respective owners.

Leave a comment

Your email address will not be published. Required fields are marked *