kiye achi kiye achi amopain jiba

କିଏ ଅଛି, କିଏ ଅଛି ଆମ ପାଇଁ ଯିବା
ହଜା ମେଷ ଲାଗି ଫାଟକରେ ଠିଆ ହେବ … (ଘୋଷା)

ହେ ପ୍ରଭୁ ଅଛି ମୁଁ ଦୀନ ଦାସ
ପଠାଅ ମୋତେ ତୁମ ଆପ୍ ସାଥେ
ଲଘି ଯିବି ଗିରିବନ ମରୁ ପଥେ (୨ ଥର) … |୧|

କ୍ଷେତ ଆଜି ପଡ଼ିଅଛି ଶୂନ୍ୟ
ମୁଲିଆଙ୍କ ଆମ ପ୍ରୟୋଜନ (୨ଥର)
କ୍ଷେତତ ଅନେକ, ଶ୍ରମିକ ଅଳପ,
ସେବା କରିବ କାହାର ଆଜି କର ସଂକଳ୍ପ … |୨|

ଆମ ହାତ ତିଆରି ମଣିଷ
ହୋଇ ଅଛି ସେ ପଥ ଭ୍ରଷ୍ଟ (୨ ଥର)
ବିଚାର ଦିନରେ ଜୀବନ ଶେଷରେ
ସବୁରି ଆତ୍ମା ହେଉ ସୁରକ୍ଷିତ … |୩|

ସୂଚୀମାଳାକୁ ଫେରନ୍ତୁ

Leave a comment

Your email address will not be published. Required fields are marked *