papi manare thare krusha ku chahan

ପାପୀ ମନରେ
ଥରେ କୁଶକୁ ଚାହିଁ
ପଳାଶ ପ୍ରସୂନ ନିନ୍ଦି ଅପଘନ
ରକତେ ରଞ୍ଜିତ ହୋଇଛି ଆହା … (ଘୋଷା)

ଯିହୁଦୀଏ କରିଣ କୂଟ
ପିନ୍ଧାଇଲେ କଣ୍ଟା ମୁକୁଟ
ପାଦ ପାଣି ପ୍ରେକ ମାରଣାର ଦୁଃଖ
ଦେଲେ ହୃଦୟ ବିଦାରେ ଆହା … |୧|

ତୋର ପାପ ସନ୍ତାନ ଯେତେ କ୍ଷୟ ଯିବ ଚାହିଁବା ମାତ୍ରେ
କ୍ଷମ ଭୟ ଦୂର ହୋଇବ ନିକର
ପରମ ପଥକୁ ହୋଇବ ସାହା … |୨|

କୁଶ ଯନ୍ତ୍ର ସଂସାରେ ସାର ପାପୀ ମୁକ୍ତି କୋଠ ଭଣ୍ଡାର
ଦୀନ ଦୁଃଖୀ ରଙ୍କି ପାତକୀଙ୍କ ପାଇଁ
କାଲବରୀ ଚୂଳେ ହୋଇଛି ଠିଆ … |୩|

ସୂଚୀମାଳାକୁ ଫେରନ୍ତୁ

Leave a comment

Your email address will not be published. Required fields are marked *