priya prabhujishu mo rajana jishu

ପ୍ରିୟ ପ୍ରଭୁଯୀଶୁ ମୋରାଜନ ଯୀଶୁ
ସ୍ଵାମୀ ମୋର ପ୍ରିୟ ତୁମେ ସ୍ଵାମୀ ମୋର ପ୍ରିୟ ତୁମେ
ପରମ ସୁନ୍ଦର ଆହେ ପ୍ରିୟ ମୋର
ଦଶ ସହସ୍ର ମଧ୍ୟରେ … ଦଶ ସହସ୍ର ମଧ୍ୟରେ (ଘୋଷା)

ତୁମ ବିନା ପ୍ରଭୁ ନାହିଁ କାହାଠାରେ
ନାହିଁ କେବେ ପରିତ୍ରାଣ,
ନରଗଣ ମଧେ ଆକାଶର ତଳେ
ନାହିଁ କେହି ଧରାଧାମେ
ପରମ ସୁନ୍ଦର ଆହେ ପ୍ରିୟ ମୋର … |୧|

ପରମ ଆନନ୍ଦ ଆହେ ପ୍ରିୟତମ
ବସେ ତୁମ ଛାୟାତଳେ,
ତୁମରି ଫଳଯେ କି ସ୍ବାଦ ତୁଣ୍ଡକୁ
ବଣ୍ଡିକି ମୁଁ ତାହା ପାରେ ।
ପରମ ସୁନ୍ଦର ଆହେ ପ୍ରିୟ ମୋର … |୨|

ସୂଚୀମାଳାକୁ ଫେରନ୍ତୁ

Leave a comment

Your email address will not be published. Required fields are marked *