adam adam tume ey ki

ଆଦମ୍…ଆଦମ୍…ଆଦମ୍… ତୁମେ ଏକି କଲ !
ପନା ଫଳ ଖାଇ ତୁମେ ଅଭିଶପ୍ତ ହେଲ (ଘୋଷା)

ଅନନ୍ତ ଜୀବନ ହରାଇ ମୃତ୍ୟୁ କିମ୍ପା ଲଭିଲ
ଆରୋଗ୍ୟତାକୁ ହରାଇ ରୋଗ କିମ୍ପା ପାଇଲ
ଶୟତାନ ଫାନ୍ଦେ ପଡ଼ିଗଲ କ୍ଷଣେ
ଏତେ ବଡ଼ ଭୁଲ କଲି … |୧|

କଥୋପକଥନ କରୁଥିଲ ଈଶ୍ବରଙ୍କ ଛାମୁରେ
ବୃକ୍ଷ ଗହନେ ଲୁଚିଲ ତାଙ୍କ ମହାଡାକରେ
ଫଳଟିକ ପାଇଁ ମନୁଷ୍ୟ ଜୀବନେ
ପାପ କଳଙ୍କ ବୋଳିଲ … |୨|

ସୂଚୀମାଳାକୁ ଫେରନ୍ତୁ

Leave a comment

Your email address will not be published. Required fields are marked *

3 thoughts on “adam adam tume ey ki”