jibana amara ate taba

ଜୀବନ ଆମର ଅଟେ ତବ ଆଶିଷ ଦାନ
ଭକ୍ତି ଭରା ଅର୍ଘ୍ୟ ଘନ ହେ ଆମର
ହେ ପିତା ପରମ ତୁମେ ଚିରନ୍ତନ ( ୨ ଥର) …(ଘୋଷା)

ହେ ଈଶ ନନ୍ଦନ ଚିର ଦୟାବାନ
କର ସୁଶୋଭିତ ଏହି ମିଳନ
ନଭରୁ ଦିଶୁଛି ଆମରି ମିଳନ
ଲକ୍ଷିତ ହେଉ ଯେ ଶୟତାନ ।
ଭକ୍ତି ଭରା ଅର୍ଘ୍ୟ ଘେନ ହେ ଆମର … |୧|

ହେ ପିତା ପରମ ଅନନ୍ତ ଅସୀମ
ଏ ଭବ ସାଗରୁ କର ହେ ପାରି
ମଧୁମୟ ନାମ ଗାଇ ଗାଇ ଆଜି
ବିତି ଯାଉ ଆମ ଦିନରାତି
ଭକ୍ତି ଭରା ଅର୍ଘ୍ୟ ଘନ ହେ ଆମର … |୨|

ସୂଚୀମାଳାକୁ ଫେରନ୍ତୁ

Leave a comment

Your email address will not be published. Required fields are marked *