କରୁ ଆରାଧନା ତୁମରି…( ୨ ଥର)
ହେ ପରମଧନ
ରାଜାରାଜନ
ଚରଣେ ଶରଣ ଆମ ଗୁହାରି …(ଘୋଷା)
ତବ କଳପନା କେ କରେ କଳନା
ତବ ଶ୍ରୀ ମହିମା ଅନନ୍ତ ଅସୀମା
ସରଗ ଭୁବନ ତବ ସିଂହାସନ
ଧରାଧାମ ପାଦ ପୀଠ ତୁମରି… |୧|
ହୋଇଣ ମହାନ ହୋଇଲ ଶ୍ରୀହୀନ’
ଜନ ମନେ ଆକି ଦେଲ; କି ଦାରୁଣ
ପାତକୀ ଜୀବନେ ତୁମେ ଏକା ପଥ
ସେ ପଥେ ନିଅ ହେ ସରଗପୁରୀ…. |୨|
🎵 GetChristianLyrics.com shares worship lyrics in Odia, Hindi, Tamil, Telugu & more — helping believers everywhere connect with God through song.
🙏 Support our mission and EMMI – Empowering Migrant Labourers in India.
Lyrics are shared for devotional use only. Copyright belongs to respective owners.