kede madhura nama tankara

କେଡ଼େ ମଧୁର ନାମ ତାଙ୍କର ମୋହର ମୁଖକୁ
କେଡ଼େ ଅସୀମ ପ୍ରେମ ତାଙ୍କର ମୋହର ପ୍ରାଣକୁ … (ଘୋଷା)

ତୁମେ ସତ୍ୟ ମାୟା ସଂସାରେ ପଥ ତୁମେ ପ୍ରଭୁ ଅନ୍ଧକାରେ
ତୁମେ ହିଁ ଜୀବନ ଜ୍ୟୋତିରେ ପୂରଣ ତ୍ରାଣଧନ ଦୟାବାନ |୧|

ଭକ୍ତି ପ୍ରୀତି ଦିଅ ଅନ୍ତରେ ପୂଜିବାକୁ ନାଥ ଶ୍ରୀପୟରେ
ନିରାଶ ପରାଣେ ଦିଅ ଉଦ୍ଦୀପନା ଗାଇଯିବୁ ସ୍ତୁତିଗାନ |୨|

ସୂଚୀମାଳାକୁ ଫେରନ୍ତୁ

Leave a comment

Your email address will not be published. Required fields are marked *