tuma nama sada gaibi

ତୁମ ନାମ ସଦା ଗାଇବି
ତୁମ ନାମ ସଦା ଭଜିବି
ହେ….ଯୀଶୁ ପ୍ରୟ ଯୀଶୁ….( ୨ ଥର)
ସେବିବି ଆମ୍ବାଙ୍କ ଦାନେ…..(ଘୋଷା)

ନାହି ମୋର ବୁଦ୍ଧି ଜ୍ଞାନ
ନାହିଁ ମୋର ଧର୍ମ କର୍ମ
ଅଟେ ମୁହିଁ ଅକିନ
ହୋଇଅଛି ଜୀଶୀ
ପ୍ରାର୍ଥନା ମୋର କର ବଳବାନ
ସେବିବି ତୁମ ଶ୍ରୀ ଚରଣେ….|୧|

ହଜିଥିଲି ଦିନେ ପାପେ
ପ୍ରେମେ ତୋଳି ନେଲ ମୋତେ
ସେଥିପାଇଁ ଭଲ ଲାଗେ
ସେବିବାକୁ ଆନନ୍ଦରେ
ପ୍ରାର୍ଥନା ମୋର କର ଅଧିକାର….(୨ ଥର)
ସେବିବି ତୁମ ଶ୍ରୀ ଚରଣେ…. |୨|

ସୂଚୀମାଳାକୁ ଫେରନ୍ତୁ

Leave a comment

Your email address will not be published. Required fields are marked *