tume aradhya parameswar

ତୁମେ ଆରାଧ୍ୟ ପରମେଶ୍ବର
ତୁମେ ଆଧାର ସର୍ବ ସୃଷ୍ଟିର …(ଘୋଷା)

ମୋର ସବୁ ଗତି ତୁମେ ଦେଖୁଛି ପରିଚୟ ମୋ ମନର ନେଇଛି
ହୃଦୟର ଚିନ୍ତା ସବୁ ଜାଣିଛି
ଅନ୍ତର୍ଯ୍ୟାମୀ ପ୍ରଭୁ ମୋ ଜୀବନର …|୧|

ଅଙ୍ଗପ୍ରତ୍ୟଙ୍ଗ ପ୍ରେମରେ ଗଢ଼ିଛି ମାତା ଉଦରେ ଯତ୍ନରେ ଝଜିଛି
ତୁମ ଅପୂର୍ବ ପ୍ରେମ ପ୍ରକାଶିତ
ତୁମ ସକଳ କାର୍ଯ୍ୟ ଚମକାର …|୨|

କେଉଁଠାକୁ ଯିବି ତୁମ ଆତ୍ମାଠାରୁ କେଉଁଠାକୁ ଯିବି ତୁମ ସାକ୍ଷାତରୁ
ତୁମ ଗୌରବ ହୁଏ ବିରାଜିତ
ପରାକ୍ରମି ପ୍ରଭୁ ଏ ଜଗତର …|୩|

ସୂଚୀମାଳାକୁ ଫେରନ୍ତୁ

Leave a comment

Your email address will not be published. Required fields are marked *