prabhunka jibanta bakya

ପ୍ରଭୁଙ୍କ ଜୀବନ୍ତ ବାକ୍ୟ, ପ୍ରଭୁଙ୍କ ଜୀବନ୍ତ ବାକ୍ୟ
କାର୍ଯ୍ୟସାଧକ ପ୍ରତି ଜୀବନର ( ୨ ଥର)
ଅମର ତାହାର ସାକ୍ଷ୍ୟ (ଘୋଷା)

ବୁଣାଳୀ ଯେ ଆମେ ସବୁ ଜଗତ ଆମରି କ୍ଷେତ୍ର
ବୁଣିଯିବା ବାକ୍ୟ ବୀଜ ରଖି ପ୍ରେମ ଯୋଗ ସୂତ୍ର
ହସି ହସି ପୁଣି କାଟିବା ଫସଲ ( ୨ ଥର)
ଏଇ ହେବ ଆମ ଲକ୍ଷ୍ୟ ||୧||

ଜାଗ୍ରତ ପ୍ରହରୀସମ ହେବା ଆମେ ଆଗୁଆନ
ଦୁର୍ବଳେ ଭରିଦେବା ଶକତିର ସନ୍ଧାନ
କ୍ଷୁତ ପରାଣେ ଯୋଗାଇବା ଆମେ ( ୨ ଥର)
ଅମୃତ ସେହି ବାକ୍ୟ ||୨||

ସୂଚୀମାଳାକୁ ଫେରନ୍ତୁ

Leave a comment

Your email address will not be published. Required fields are marked *