bhalalage mote jishu namo

ଭଲ ଲାଗେ ମୋତେ ଯୀଶୁ ନାମ…ଯୀଶୁ ନାମ
ଭଲ ପାଏ ଯାହାକୁ ମୋର ପ୍ରାଣ
ନିତି ଖୋଜେ ଯାହାକୁ ମୋର ପ୍ରାଣ
ସେଇ ତ ଯୀଶୁ ନାମ (ଘୋଷା)

ପାଇଲି ଯେବେ ତାଙ୍କ ପ୍ରେମ ତାଙ୍କ ପ୍ରେମ
କଳଙ୍କ ମନ ହେଲା ପୁଣ୍ୟ ହେଲା ପୁଣ୍ୟ
ତେବେ କେମିତି ଭୁଲିବି ସେଇ ନାମ…ସେଇ ତ ମୋ ପ୍ରିୟତମ || ୧ ||

ତାଙ୍କ ନିକଟେ ବିତିଲେ ଦିନ ମିଳଇ ଶାନ୍ତି
ପ୍ରାଣେ ସୁଖ ସେହି ପ୍ରେମିକ ମୋ ସହାୟକ
କରେ ମୁଁ ସଦା ତାଙ୍କ ଧାନ
ସେ ଏକା ସାଥୀ ମୋ ଜୀବନର…ସୁଖ ଦୁଃଖରେ ଅତି ନିଜର || ୨ ||

ସୂଚୀମାଳାକୁ ଫେରନ୍ତୁ

Leave a comment

Your email address will not be published. Required fields are marked *