he jishu sarbasaktimana

ହେ ଯୀଶୁ ସର୍ବଶକ୍ତିମାନ, ଧନ୍ୟ ସଦା ତୁମରି ନାମ
ତ୍ରିଭୁବନେ ନାହିଁ କେହି ( ୨ ଥର) ତୁମ ସମାନ.. (ଘୋଷା)

ଯୀଶୁ ଆମ ପଥ, ସତ୍ୟ, ଯୀଶୁ ଆମ ଜୀବନ
ଜୀବନର ଚଲାପଥେ ଅଟ ଜ୍ୟୋର୍ତିମମ
ସେ ନାମ ଭଜିଲେ ନିଶ୍ଚ ମିଳେ ପରିତ୍ରାଣ… || ୧ ||

ଲକ୍ଷ୍ୟ ରଖି ଯୀଶୁଠାରେ ଗଢ଼ି ନେବା ଜୀବନ
କରୁଥିବା ଧନ୍ୟବାଦ ଦେଇ ମନ ପ୍ରାଣ
ପ୍ରିୟ ଯୀଶୁ ସାଥି ହୋଇ ( ୨ ଥର) ଥିଲେ ପାଶେ ଆମ || ୨ ||

ସୂଚୀମାଳାକୁ ଫେରନ୍ତୁ

Leave a comment

Your email address will not be published. Required fields are marked *