ହେ ସଦାପ୍ରଭୁ ମୁଁ ତୁମ୍ଭର ଶରଣ ନେଉଛି
ମୋତେ କେବେ ଲଜିତ ହେବାକୁ ଦିଅ ନାହିଁ (ଘୋଷା)
ତୁମ୍ଭ ଧର୍ମ ଗୁଣରେ ମୋତେ, ଉଦ୍ଧାର କରି
ମୋତେ ରକ୍ଷା କର
ମୋ ପ୍ରତି ଆପଣା କର୍ଣ୍ଣ ଡେରି ମୋତେ ତ୍ରାଣ କର ||୧||
କାରଣ ହେ ପ୍ରଭୁ ସଦାପ୍ରଭୁ
ତୁମ୍ଭେ ହିଁ ଅଟ ମୋହରି ଭରସା
ମୋ ବାଲ୍ୟ କାଳରୁ ତୁମେ ମୋର ବିଶ୍ବାସ ଭୂମି || ୨ ||
🎵 GetChristianLyrics.com shares worship lyrics in Odia, Hindi, Tamil, Telugu & more — helping believers everywhere connect with God through song.
🙏 Support our mission and EMMI – Empowering Migrant Labourers in India.
Lyrics are shared for devotional use only. Copyright belongs to respective owners.