jishu raja mo karata tume hin

ଯୀଶୁ ରାଜା ମୋ କରତା ତୁମେ ହି ମୋ ଭରସା (ଘୋଷା)

ଥିଲି ଦିନେ ଅନ୍ଧାରେ ବୁଡ଼ି ପାପରୂପ ପଙ୍କରେ
ଉଠାଇଲ ମୋତେ ନିଜ ହସ୍ତେ
ସ୍ଥାପିଲ ଦୃଢ଼ ଶଇଳେ || ୧ ||

ଥିଲି ମରଣ ପଥେ ଚାଲି ଶୟତାନ ଇଙ୍ଗିତେ
କଲ ସଞ୍ଜୀବିତ ପ୍ରେମେ ମୋତେ
ବସାଇଲ ସରଗ ଦେଶେ || ୨ ||

ସୂଚୀମାଳାକୁ ଫେରନ୍ତୁ

Leave a comment

Your email address will not be published. Required fields are marked *