jishu sundara jibaneswara

ଯୀଶୁ ସୁନ୍ଦର !
ଜୀବନେଶ୍ବର !
ଧନ୍ୟ ତୁମ ନାମ, ଧନ୍ୟ ପ୍ରେମ ତୁମର (ଘୋଷା)

ତୁମେ ମୋ ପ୍ରାଣ-ଧନ, ଶକ୍ତି ସମ୍ପରି ଜ୍ଞାନ
ତୁମରି ବିହୁନେ ଆନ କି ଅଛି ମୋର…(୩ଥର) || ୧ ||

ମୋର ମୁକତି ଲାଗି ସରଗ ସୁଖ ତ୍ୟାଗୀ
କ୍ରଶୀୟ ମରଣ ଭୋଗୀ କଲ ନିଜର (୩ଥର) || ୨ ||

ମୁଁ ଛାର ଦୀନହୀନ; କି ଦେବି ପ୍ରତିଦାନ
ଯୁଗେ ଯୁଗେ ଗାଇବି ମୁଁ ଗୁଣ ତୁମର (୩ଥର) || ୩ ||

ତୁମରି ପଦେ ମତି, ରଖ ହେ ପ୍ରାଣପତି,
ଜୀବନେ ମରଣେ ସାଥି, ହୁଅ ମୋହର (୩ଥର) || ୪ ||

ସୂଚୀମାଳାକୁ ଫେରନ୍ତୁ

Leave a comment

Your email address will not be published. Required fields are marked *