jodi kebe hue mu nirasha

ଯଦି କେବେ ହୁଏ ମୁ ନିରାଶ
କରିଲେ ଉର୍ଦ୍ଧ ଦୃଷ୍ଟି ପାଇଛି ମୁଁ ଶ୍ବାନ୍ତନ ଅଶେଷ
ସମୁଖେ ମୋ ସିୟୋନ ପର୍ବତ (୨ ଥର)
ପ୍ରଭୁ ଯେ ମୋହର ସଦା ଜାଗ୍ରତ … (ଘୋଷା)

ରକ୍ଷା କର୍ତା ସିଏ ମୋର
ଛାୟା ଦକ୍ଷିଣ ପାର୍ଶ୍ଵର
ସାହାଯ୍ୟ କରନ୍ତି ମୋତେ
ବିସ୍ତାରି ସେ ହାତ
ବିଚଳିତ ହେବ ନାହିଁ .. ସେ ମୋ ରକ୍ଷକ … |୧|

ପ୍ରଭୁ ମୋର ରକ୍ଷାକର୍ତ୍ତା
ମୋର ଆତ୍ମା ର ବେବର୍ତ୍ତା
ଦିବସ ରାତିରେ ଯେବେ
ନ ହୋଇବି ଭୀତ
ସୂର୍ଯ୍ୟ, ଚନ୍ଦ୍ର କରିବେନି .. ମୋତେ ଆଘାତ … |୨|

ସୂଚୀମାଳାକୁ ଫେରନ୍ତୁ

Leave a comment

Your email address will not be published. Required fields are marked *