ଯୀଶୁ ନାମ ଗାଉଥିବି ମୋର ସାରା ଜୀବନେ
ଜୀବନର ଶେଷ ଯାଏ ଯୀଶୁ ନାମ ଅନ୍ତରେ
ହାଲିଲୁୟା … ହାଲିଲୁୟା ( ୨ ଥର) (ଘୋଷା)
ସେ ନାମେ ମୁକ୍ତି ସେ ନାମେ ଶାନ୍ତି
ସେ ନାମକୁ ମୁଁ କରେ ଭକତି
ପବିତ୍ର ସେ ଯୀଶୁ ନାମ ମହାନ୍ ସେ ଯୀଶୁ ନାମ |୧|
ଏ ପରିତ୍ରାଣ ଅଟେ ମହାନ୍ ଯୀଶୁ ନାମରେ ମିଳେ ଜୀବନ
ପବିତ୍ର ସେ ଯୀଶୁ ନାମ ମହାନ୍ ସେ ଯୀଶୁ ନାମ |9|
🎵 GetChristianLyrics.com shares worship lyrics in Odia, Hindi, Tamil, Telugu & more — helping believers everywhere connect with God through song.
🙏 Support our mission and EMMI – Empowering Migrant Labourers in India.
Lyrics are shared for devotional use only. Copyright belongs to respective owners.