jibane dekhichu jaha micha sapana

ଜୀବନେ ଦେଖିଛୁ ଯାହା ମିଛ ସପନ ଆରେ ବାଇମନ … (ଘୋଷା)

ଗଡ଼ିଗଲା ପାଣି ସେ ଯେ ଫେରିବାର ନାହିଁ
ହଜିଗଲା ସୃତି ତୋର ପାଇବୁ ନାହିଁ
ଆହା କି ସୁନ୍ଦର ତୋର ( ୨ ଥର)
ଗଲା ଏ ଜୀବନ ଫେର ବାଇମନ … |୧|

କାହିଁକି ଝରାଉ ଲୁହ ଆହାରେ ପାଗଳ
ଅନ୍ତରେ ଯାଉଛି ଲିଭି ଦୀପେ ନାହିଁ ତୈଳ
ଯୀଶୁଙ୍କ ଶୋଣିତ ଧାରେ ( ୨ ଥର)
ଖୋଲିବ ନୟନ ଫେର ବାଇମନ … |୨|

ସୂଚୀମାଳାକୁ ଫେରନ୍ତୁ

Leave a comment

Your email address will not be published. Required fields are marked *