pratidhwoni hue aaji nahanti

ପ୍ରତିଧ୍ବନୀ ହୁଏ ଆଜି ନାହାନ୍ତି ଏଠାରେ
ମୂକ ସମାଧୁ କହେ ମୋ ପ୍ରଭୁ ମୃତ୍ୟୁଞ୍ଜୟୀରେ
ମୃତ୍ୟୁ କାହିଁ ତୋର ନାହୁଡ଼,
କାହିଁ ତୋର ଜୟ କାହିଁ ତୋର ଜୟ ((ଘୋଷା)

ଶତାବ୍ଦୀ ଶତାବ୍ଦୀ ଧରି ମୃତ୍ୟୁ ଥିଲା ଅଧୁକାରୀ
ବିକିରିତ ନୋହିଲା ଜୀବାଲୋକ ସଂଚାରୀ
ଜୀବନର ଜ୍ୟୋତି ସମାଧୁର କତି, ଜଳିଲା ହୋଇ ସାଇତି ||୧||

ମୃତ୍ୟୁର ଅନ୍ଧକାରୀ ଶୟତାନ ଗଲା ହାରୀ
ଉଠିଲେ ଯୀଶୁ ବଳିୟାନ ସମାଧୁକୁ ଚିରି
ମରଣର ଭୀତି କରି କୁଶେ ଇତି, ଆଣିଲେ ଶାନ୍ତି ମୁକତି || ୨ ||

ସୂଚୀମାଳାକୁ ଫେରନ୍ତୁ

Leave a comment

Your email address will not be published. Required fields are marked *