ଯିହୋବା ନାମ ତୁମ ସର୍ବୋଚ୍ଚ ଶ୍ରେଷ୍ଠ ନାମ
କରୁ ପ୍ରଶଂସା ତୁମ ମହିମା ହେଉ ତୁମ (ଘୋଷା)
ମୋଶାଙ୍କ ଡାକ ଶୁଣିଲ ମାନ୍ନା ବରଷାଇ ଦେଲ
ଡାକୁଛୁ ଆମେ ପ୍ରଭୁ ତୁମେ ଆମ ଆଶ୍ରୟ || ୧ ||
ଏଲିୟଙ୍କ ଡାକ ଶୁଣିଲ ଅଗ୍ନିରେ ଉତ୍ତର ଦେଲ
ଡାକୁଛୁ ଆମେ ପ୍ରଭୁ ତୁମେ ଆମ ଆଶ୍ରୟ || ୨ ||
ଦାନିୟେଲଙ୍କ ଡାକ ଶୁଣିଲ ସିଂହ ମୁଖ ବନ୍ଦ କଲ
ଡାକୁଛୁ ଆମେ ପ୍ରଭୁ ତୁମେ ଆମ ଆଶ୍ରୟ || ୩ ||
ହାନ୍ନାଙ୍କ ଡାକ ଶୁଣିଲ ରୁଦ୍ଧ ଗର୍ଭ ଫିଟାଇଦେଲ
ଡାକୁଛୁ ଆମେ ପ୍ରଭୁ ତୁମେ ଆମ ଆଶ୍ରୟ || ୪ ||
🎵 GetChristianLyrics.com shares worship lyrics in Odia, Hindi, Tamil, Telugu & more — helping believers everywhere connect with God through song.
🙏 Support our mission and EMMI – Empowering Migrant Labourers in India.
Lyrics are shared for devotional use only. Copyright belongs to respective owners.