jenhe aauji pade taba pare

ଯେହ୍ନେ ଆଉଜି ପଡ଼େ ତବ ପରେ
ଢ଼ାଳ ତବ ଆମ୍ବା ମୋ ଉପରେ
(ମୋତେ) ଡୁବାଅ ତବ ଆଦ୍ୟ ପ୍ରେମରେ
ଭରିଦିଅ ଆଧିକ ଦାନ ସବୁରେ … |ଘୋଷା|

ଆସ ନିକଟେ ମୁଁ ଦୁର୍ବଳ ଛୁଇଁ ମୋତେ କର ସବଳ
ନବ ସୁରା କରାଅ ପାନ,
କରିବି ଯେହ୍ନେ ପ୍ରଶଂସା ଗାନ |୧|


ଆହେ ଦ୍ରାକ୍ଷାଲତା ପ୍ରକୃତ, ତୁମଠି ମୋତେ ରଖ ଜୀବିତ
କର ନିର୍ମଳ ସଂଗଠିତ,
ଫଳିବି ଯେହ୍ନେ ଫଳ ପୂରିତ |୨|

ସୂଚୀମାଳାକୁ ଫେରନ୍ତୁ

🎵 GetChristianLyrics.com shares worship lyrics in Odia, Hindi, Tamil, Telugu & more — helping believers everywhere connect with God through song.

🙏 Support our mission and EMMI – Empowering Migrant Labourers in India.

Donate or Sponsor

Lyrics are shared for devotional use only. Copyright belongs to respective owners.

Leave a comment

Your email address will not be published. Required fields are marked *