ବେଥଲିହିମର ଶୀତଳ ପବନବହି ଆସେ ଧୀରେ ଧୀରେକାନ୍ଧନାହିଁ ଆଉ ପ୍ରାଣଧନ ମୋରଶୋଇପଡ ମୋର କୋଳେ … |୦| ମୀଠି ମୀଠି କରି ଅଗଣିତ ତାରାହଂସୁଛନ୍ତି ଆକାଶରେଜଗି ରହିଛନ୍ତି ସରଗର ଦୂତଅପଲୋକ ନୟନରେଘୁମେଇ ପଡିଛି ମେଷ ଛୁଆଟିଏଆମପାଖେ ନୀରବରେଆଦରି ନେଉଛି ସଙ୍ଖାଳି ମୋରଶୋଇପଡ ଆନନ୍ଦରେ … |୧| ଯଦିବା ଆସିବ ସଙ୍କଟ ଦୁଃଖସେଥିପାଇଁ ନାହିଁ ଭୟଶତ୍ରୁହାରିବ ପାପ ମନପାଇଁସତ୍ୟର ହେବ ଜୟତୋହରି ଜନମେ ଗଗନ ପବନମାତି ଉଠେ ସରଗରେଶୋଇପଡ ମୋର ନୟନ […]